ବନ୍ୟା ପାଣି ପଶି କ'ଣ ହେଇଛି ଘର ଅବସ୍ଥା / Prayash Life Style
394K views · Sep 26, 2026 · People & Blogs
Comments · 244
@Thetravelzone786 · 4 days ago
ଭାଇ, ଘର ଭିତରେ ପାଣି ପଶିଯାଇ ତୁମମାନଙ୍କର ଏମିତି ଅବସ୍ଥା ହୋଇଛି ବୋଲି ଶୁଣି ମନଟା ସତରେ ଭାଙ୍ଗିଗଲା। ଘର କେବଳ ଇଟା, ମାଟି ଓ କାନ୍ଥ ନୁହେଁ—ସେଇ ଘର ସହିତ ଆମର କେତେ ସ୍ମୃତି, କେତେ ସ୍ୱପ୍ନ ଓ ଆପଣାପଣିଆ ଭାବ ଜଡ଼ିଥାଏ। ଆଜି ସେସବୁ ଆଖି ସାମ୍ନାରେ ଏମିତି କଷ୍ଟରେ ପଡ଼ିଥିବା ନିଶ୍ଚୟ ବହୁତ ଯନ୍ତ୍ରଣାଦାୟକ।<br><br>ଭାଇ, ଏହି କଷ୍ଟର ସମୟରେ ନିଜକୁ ଏକୁଟିଆ ଭାବନି। ଯେତେ ବଡ଼ ବିପଦ ଆସୁ, ହିମ୍ମତ ହାରିବ ନାହିଁ। ହରାଇଥିବା ଜିନିଷ ପୁଣି ଫେରିଆସିବ, ଘର ପୁଣି ସଜିବ, କିନ୍ତୁ ଏବେ ସବୁଠାରୁ ଜରୁରୀ ହେଉଛି ତୁମେ ଓ ତୁମ ପରିବାର ସୁରକ୍ଷିତ ରୁହ। ଭଗବାନ ତୁମମାନଙ୍କୁ ଏହି ଦୁଃସମୟ ସହିବାର ଶକ୍ତି ଦିଅନ୍ତୁ ଏବଂ ଖୁବ୍ ଶୀଘ୍ର ସବୁକିଛି ପୁଣି ଠିକ୍ ହୋଇଯାଉ। 🙏💔<br><br>ମନେ ରଖ ଭାଇ—ଏହି ବର୍ଷା ଓ ପାଣି ତୁମ ଘରକୁ ଭିଜାଇ ପାରିବ, କିନ୍ତୁ ତୁମ ହିମ୍ମତ ଓ ଆଶାକୁ କେବେ ଭାଙ୍ଗି ପାରିବ ନାହିଁ। ❤️🙏
7
@sarbesh4510 · 4 days ago
bhai tu toh khali video baneilu kichi kama ta kari thile ete kharab hei nathanta
23
@kalpanaswain3519 · 4 days ago
ବନ୍ୟା ପାଣି ଛାଡ଼ି ଯିବ ଆଉ ଚିନ୍ତା କରିବାର ନାହିଁ 😢😢
22
@kalpanaswain3519 · 4 days ago
ପାଣି କମି ଗଲାଣି ଯାହା ହେଉଥିବ ମନଦୁଃଖ କରିବାର ନାହିଁ
16
@angel_laxmi_789 · 4 days ago (edited)
Jaha hau tk komi jaichi 😢😢😢😢 hele ate kashta re achha bahut dukha laguchi bhai sabu thik hei jau 😢😢 jaga maa tarini bless u ❤❤
10
@maminarath2854 · 4 days ago
ଯାହା ହୋଉ ପାଣି କମିଲା ଭଗବାନ ଙ୍କ ଦୟାରୁ ଏବେ ଟିକେ ଡ଼ର କମିଲା
13
@RabindraSrthi · 4 days ago
ପ୍ରୟାସ ଘର ଭିତରେ ଦେଖିକି ଜିନିଷ ପତ୍ର କାଢ଼ିବ କାହିକିନା ସାପ ଥାଇ ପାରନ୍ତି
3
@Fantasy-we6nb · 3 days ago
Yaku banya hela boli content mili gala , na hele banya area ta banya haba hin
2
@kalpanaswain3519 · 4 days ago
ମହାପ୍ରଭୁ ଭରଷା🙏🙏
50
@smitadehury3566 · 4 days ago
ପ୍ରୟାସ ଭାଇ ଖୁସି ଲାଗୁଛି ପାଣି କମି ଜାଇଛି ଭଗବାନ୍ ଙ୍କୁ ଧନ୍ୟବାଦ ପାଣି କମି ଯାଇଛି ପ୍ରୟାସ ଭାଇ ଆପଣ ଚିନ୍ତା କରନ୍ତୁ ନି ମା ଙ୍କୁ ବି ବୁଝାଅ କାନ୍ଦିବେ ନି ଜୟ ଜଗନ୍ନାଥ 🙏🙏 ଭାଇ❤️❤️❤️❤️❤️
10
@sarojinimohanty6701 · 4 days ago
ପ୍ରାକୃତିକ ବିପର୍ଯ୍ୟୟ। ଧର୍ଯ୍ୟ ଧରି ଭଗବାନ ଙ୍କୁ ଡାକି ପରିସ୍ଥିତି ର ମୁକାବିଲା କର।
2
@SumitraVlogExpress · 4 days ago
ପ୍ରଭୁ ଶ୍ରୀ ଜଗନ୍ନାଥ ଭରସା 🙏🙏🙏
5
Up next

ଆରମ୍ଭ ହେଲା ମିଠାଖିଆ / Rupa Pin2 Khushi
Rupa,pin2,khushi express · 428K views

travel to a country that doesn't exist
Nicolò Balini · 507K views

କଣ ପାଇଁ ଏମିତି ହେଇଥିଲା / Rupa Pin2 Khushi
Rupa,pin2,khushi express · 725K views

ଏତେ ଦିନ ପରେ ଦେଖିଲି ବୋଉର ହସ / Prayash Life Style
Prayash Life Style · 78K views

ସ୍ତ୍ରୀ ଙ୍କୁ ଝେଲିବା କେତେ ସହଜ? #viral #viralvideo #youtube #video #beingtara #dailyvlog #odiavlog
Being Tara · 236 views

Jibana Dochhakire Ashara Alok: Ep 531, 26th September 2026 | ଛୁଆ କାହାର?
OTV Infotainment · 188K views

ମୋ ପାଖେ ପଇସା ନାହିଁ ୧୦୦୦୦ ପଠେଇବୁ 🥹💰 || Prank on my friend 🆘 || @pradoslifestyle 🤳🤳
Pradosh LifeStyle · 114K views

DAY-2 SWITZERLAND ରେ କଣ ସବୁ କଲୁ🇨🇭|| #architamohanty #vlog
Archita Mohanty · 187K views

ବନ୍ୟା ପରେ ଏବେ କେମିତି ଅଛି ଘର ପରିସ୍ଥିତି / Prayash Life Style
Prayash Life Style · 234K views

୧୬ କୋଟିର ସାହାଯ୍ୟ, ସତ କ'ଣ ? SMA Type-2 Disease | 16 Crore Injection | Jajpur | Odia News Asala Katha
News18 Odia · 94K views

सड़क की गरीब युवती को CEO की माँ ने चुना। उसने CEO से शादी की और अमीरी में जीने लगी!
Pyar Drama Hindi · 5.1M views

Toll ରେ ଝଗଡ଼ା Car କୁ Follow କଲେ #1173
Rajkumar vlogs · 209K views

ଭୁଲି ମୁଁ ପାରୁନି ତତେ | Bhuli Mun Paruni Tate | Odia Full Movie HD | Prosenjit, Anu Choudhury, Rachana
Rupeli Parada · 1.2M views

ବନ୍ୟାପାଣି ଦେଖି କିଏ କିଏ ଆସିଥିଲେ ଘରକୁ / Prayash Life Style
Prayash Life Style · 187K views

😂 Made sister-in-law cry while pranking her! 😭😂
MINU NIKU 💗 · 872K views

ବାହାରିଲୁ SWITZERLAND TRIP ପାଇଁ🇨🇭|| DAY-1 ||#architamohanty #vlog
Archita Mohanty · 360K views

Dhanara Sasu Sasura || Rana Dhana Story || Odia cartoon
utkal cartoonworld · 2.1M views

ଆମ Koreaର ଗାଁ ଘରେ Chuseok Celebration 🏡🇰🇷.. ପରିବାର ସହିତ ଗାଁ ଘରେ ସୁନ୍ଦର ମୁହୂର୍ତ୍ତ 🌕❤️
Odisha jhia korea bohu🇰🇷 · 441K views

ଭାଙ୍ଗିଲା Spirit Board #1170
Rajkumar vlogs · 307K views

ଶୁଭ ସନ୍ଧ୍ୟା | Odia New Short Film | Prayash | Sanjay
Odia Movie Magic · 213K views