Ads skipped

ଜ-ଗ-ନ୍ନା-ଥ ମାନେ କଣ ଆପଣ ଜାଣନ୍ତି ? Jagannath Mahima | Dr. Ashutosh Prasad Mishra

260K views · Dec 25, 2025 · People & Blogs

Comments · 712

  • @aabbcc-9871 · 9 months ago

    ପ୍ରାଣ ପୁରୁଷୋତ୍ତମ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଚରଣ କମଳରେ ଏ ଦାସ ର ସାଷ୍ଟାଂଗ ଆବୁଭ ଦଣ୍ଡବତ ପ୍ରଣାମ।⭕❗⭕🙏

    37

  • @bijoytripathy9778 · 8 months ago

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ଅତି ସରଳ ଭାଷାରେ ସୁନ୍ଦର ଭାବରେ ଉପସ୍ଥାପନା

    11

  • @DepakdaDas · 8 months ago

    ମହା ପ୍ରଭୁ ଶ୍ରୀ ଜଗନ୍ନାଥ ,,,,ହେ ଜ୍ଞାନୀ ଭକ୍ତ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏହିଭଳି ମହାପ୍ରଭୁଙ୍କ ଉଦ୍ୟସ୍ୟରେ ବ୍ୟକ୍ତ କରିବା ହେବେ।❤

    7

  • @PrakashchandraDas-v1j · 8 months ago

    ଆପଣଙ୍କ ପାଦ ତଳେ କୋଟିଏ ପ୍ରଣାମ, ମୁଁ ତାଙ୍କ ଚରଣରବିନ୍ଦ୍ରର ଦାସଙ୍କ ଦାସ<br>ଜୟ ଜଗନ୍ନାଥ ସ୍ବାମୀ,ଜୟ ଜଗନ୍ନାଥ ମହାପ୍ରଭୁ 🚩🪔🙏🙏🙏🙏🙏

    5

  • @TikiLall · 7 months ago

    ଜୟ ଜଗନ୍ନାଥ 🙏🙏ଆପଣଙ୍କ ଅନୁଭୁତି ଯେପରି ଦିବ୍ୟ ତତୋଧିକ ଆପଣଙ୍କ ଉପସ୍ଥାପନା ଜ... ଗ... ନ୍ନା... ଥ ନାମ ଓଡ଼ିଆ ର ପ୍ରାଣ ଯିଏ ସଦା ଜାଗ୍ରତ ତାର ଗଣିତ. ବିଜ୍ଞାନ ଭୂଗୋଳ ସାହିତ୍ୟ ଭୁଲ ହୋଇ ନ ପରେ ନାଟକଠାରୁ ବହୁ ଉଚ୍ଚରେ ରହି ମୋ ପରି ଥକା ମନା ପଥିକ ଙ୍କୁ ଚକାନୟନ ପାଖରେ ପହଂଚାଇ ପାରିବେ. ଆପଣଙ୍କ ସୁନ୍ଦର ସୁଲୋଳିତ ବାଣୀ ମାଧ୍ୟମରେ.ଏହା ମୋର ଆନ୍ତରବାଣୀ ଇଶ୍ୱର ଙ୍କ ଇଚ୍ଛା ପୁରଣ ହେଉ. ସବୁ ସେଇ ଜାଗା ର ଇଛା ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏🙏🙏🙏❤️❤️❤️❤️❤️

    1

  • @hemantnayak6668 · 8 months ago

    ଆପଣଙ୍କ ଭଳି ସୁନ୍ଦର ଉପସ୍ଥାପନା ବିରଳ❤🙏❤️

    3

  • @PramodkumarMishra-s1u · 2 months ago

    ଏଇ ସମାଜ ପାଇଁ ବହୁତ ସୁନ୍ଦର ବାର୍ତା ଟିଏ <br>ଜୟ ଶ୍ରୀ ଜଗନ୍ନାଥ

  • @priyabratamahanta8171 · 8 months ago

    ଜୟ ଜଗନ୍ନାଥ <br>ବହୁତ ସୁନ୍ଦର ଏବଂ ବହୁତ ହୃଦୟସ୍ପର୍ଶୀ ଭିଡିଓ &nbsp;ବହୁତ ବହୁତ ଧନ୍ୟବାଦ🙏

    4

  • @bijayamishra3287 · 8 months ago

    ବହୁତ ବଢିୟା ସଂଗ୍ରହ ଏବଂ ଆଲୋଚନା ❤🙏❤

    6

  • @patitpabanmohanty8933 · 8 months ago

    ଆପଣଙ୍କର &nbsp;ନିକଟରୁ ପ୍ରଭୁ ଜଗନ୍ନାଥଙ୍କ ର ମାନେ କ&apos;ଣ ଜାଣି ବହୁତ ଭଲ ଲାଗିଲା.ଆପଣ ଦୀର୍ଘାୟୁ ହୁଅନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ସଦାକାଳେ ଥାଉ. ଜୟ ଜଗନ୍ନାଥ

    5

  • @anasuyajena4029 · 9 months ago

    ଜୟ ଶ୍ରୀ ଜଗନ୍ନାଥ 🙏🏻କି ସୁନ୍ଦର ଦିବ୍ୟ ଅନୁଭବ ଅନୁଭୂତି ଆହା ମନ ପ୍ରାଣ ହଜିଗଲା ଶ୍ରୀ ପ୍ରଭୁଙ୍କର ଶ୍ରୀ ଚରଣେ 🙏🏻ଜାଗ୍ରତ ଅବସ୍ଥା ରେ ଚାହିଁଛନ୍ତି 🙏🏻ଗଣିତ ମିଶାଣ ଫେଡ଼ାଣ ର ଆଉ ଜୀବନ ର ଭୁଲ ଠିକ ର ହିସାବ ରହିଛି ଚକ୍ଷୁ ଦ୍ୱୟ ରେ 🙏🏻ନାଟକୀୟ ତା 🙏🏻ଏ ଜୀବନ ଟା ଏକ ନାଟକ 🙏🏻ଥକାମନ ଚାଲ ଯିବା, ମଣିମା ମହାବାହୁ... 🙏🏻ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବପ୍ରବଣତା ଭରା ସୁନ୍ଦର ଅଧ୍ୟାୟ 👍🏻❤👍🏻🙏🏻ଧନ୍ୟବାଦ 🙏🏻

    94

  • @narayandalai9799 · 6 months ago

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏

    1

Up next

LIVE

Jagannath PanchaRatra - 4 | Skanda Purana | Dr. Ashutosh Prasad Mishra | Odisha 365

ODISHA 365 · 16K views

LIVE

ବିମାନରେ ତୃଟି ହେଲା... ଦର୍ଶନ ଦେଲେ ମହାପ୍ରଭୁ | କ୍ୟାପଟେନ ଦୁର୍ଲ୍ଲଭ କୁମାର ମିଶ୍ରଙ୍କ ଜଗନ୍ନାଥ ଅନୁଭୂତି

Voice of Soa Radio 90.4 · 83K views

LIVE

ସୀତାଙ୍କ ୪ ଦୋଷ ଜାଣିଲେ ଦାମ୍ପତ୍ୟ କଳହ ରହିବନି ! Dr. Ashutosh Prasad Mishra | Odisha 365

ODISHA 365 · 216K views

LIVE

କୃଷ୍ଣ ନୁହଁନ୍ତି ଜଗନ୍ନାଥ। Uncovering Truth Behind Jaganath। Podcast with Chandan Subudhi।#otvdigital

OTV Digital · 184K views

LIVE

Best 10 Morning Mantras | Remove Negativity & Attract Positive Energy 🙏 Ganesh Shiva Hanuman Krishna

Suvidha Records and Raghunandan Janaki · 709K views

LIVE

ଶ୍ରୀମନ୍ଦିରରେ କଣ ଦେଖି ନାସ୍ତିକରୁ ହେଲେ ଆସ୍ତିକ | Jagannath Mahima | Shakti Shankar Mishra | Odisha 365

ODISHA 365 · 58K views

LIVE

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

Safalaodia · 279K views

LIVE

ବଡ଼ଦାଣ୍ଡରେ ଭିକ ମାଗୁଥିବା ବୁଢ଼ୀର କାହାଣୀ | Jagannatha Pancharatra | Dr. Ashutosh Mishra | Sidharth Utsav

Sidharth Utsav · 43K views

LIVE

Ama Atithi: In Conversation With Dr. Ashutosh Prasad Mishra

Kanak News · 135K views

LIVE

ନୀଳଚକ୍ର ଉପରୁ ସମୁଦ୍ର ଦେଖାଯାଏ କି ? ପତାକା ଲାଗିର ରହସ୍ୟମୟ ଘଟଣା | Podcast Jagannath Katha Ep 01 | JJ TV

Jay Jagannath Bhakta · 100K views

LIVE

ଜଣେ ଜଗିଛି ଜଗନ୍ନାଥଙ୍କୁ - Kotia Biswabasu | Jagannath Mahima | Dr. Ashutosh Prasad Mishra | Odisha 365

ODISHA 365 · 108K views

LIVE

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Argus Digital · 1.2M views

LIVE

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

Jay Jagannath · 754K views

LIVE

ନଟିଆ ନାଗର କାଳିଆ... | Exclusive Interview with Dr. Ashutosh Prasad Mishra | Ajira Atithi | Argus News

Argus News · 15K views

LIVE

ମା' ତାରିଣୀଙ୍କ ମହିମା ଘଟଗାଁ ମନ୍ଦିରର କାହାଣୀ ! Podcast on Maa Tarini with Keshab Chandra Acharya

Ina Unfiltered · 52K views

LIVE

ଏହି 4ଟି ଚମତ୍କାର ରହସ୍ୟ ଜାଣି ନିଅନ୍ତୁ।। Odia devotional speech 2025||Ranjit nayak motivation ||

DISCOVERY T.B.T SERIES · 1.4M views

LIVE

ପୋଷ୍ଟମଟମ ରୁମ୍‌ର ମଲାଛୁଆ ହେଲା ବାବାଜୀ.. | Jibana Jagannath Podcast | Ep - 11 | Achyutananda Das Maharaj

Shree Jagannath Dham · 113K views

LIVE

ପିତୃପକ୍ଷରେ ଏହି ୫ଟି ଭୁଲ କରନ୍ତୁ ନାହିଁ! | ପ୍ରକୃତ ଶ୍ରାଦ୍ଧ କ’ଣ? | Pitru Paksha 2026 l Abhimanyu pran das

Abhimanyu Pran Das [Official] · 51K views

LIVE

ଯେଉଁ ଅଙ୍ଗରେ ରୋଗ ! ଠାକୁରଙ୍କ ସେହି ଅଙ୍ଗ ସେବା | Jagannath Mahima | Shakti Shankar Mishra | Odisha 365

ODISHA 365 · 81K views

LIVE

ପ୍ରକୃତ ଶାନ୍ତି ଓ ଖୁସି କେମିତି ପାଇବେ? ISKCON monk reveals the real secret to a happy and peaceful life.

The Lopaa Show · 60K views

LIVE

ନାରୀ ପୁରୁଷ ମଧ୍ୟରେ ବଡ କିଏ 🙏charan ram das prabachana

charan ram das prabachan · 342K views

LIVE

ଓଡ଼ିଆରେ ଭାଗବତ ଚିନ୍ତାରେ ଜଗନ୍ନାଥ | Jagannath Das | Bhakta Charitamruta 7 | Dr. Ashutosh Prasad Mishra

ODISHA 365 · 90K views

LIVE

କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 64 | Podcast With Keshab Das Dwitikrushna

Argus Digital · 1.4M views

LIVE

Shree Ganesh Katha Prabachana - ଶ୍ରୀ ଗଣେଶଙ୍କ ଅଲୌକିକ ମହିମା | Dr. Ashutosh Prasad Mishra | Odisha 365

ODISHA 365 · 16K views

LIVE

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

OTV Digital · 659K views

LIVE

ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ କଣ ସବୁ ନୀତି ନିୟମ ରହିଛି ?କାହଁକି ପାଦ ଥୋଇବାନି ଯମ ଶିଳାରେ

Nilachakra TV Odia · 179K views

YouTube, with the door locked.

Aegis plays a clean stream instead of YouTube's player, so pre-roll ads, trackers, and fingerprinting never ride along. Drop Shields any time if you want the official player back.