Ads skipped

Barnali Said How She's Scared At Mumbai's Station At That Day | EP - 38 | Podcast With Barnali Hota

346K views · Sep 5, 2024 · People & Blogs

Comments · 392

• @adityacreative1005 · 2 years ago · pinned

Sangram sir your voice pura alga ❤

66

• @niharsatpathy5905 · 2 years ago

ଶ୍ରୀଜଗନ୍ନାଥଙ୍କ କୃପା ତୁମ ଉପରେ ବରଷୁଥାଉ, ବର୍ଣ୍ଣାଳୀ !

58

• @odiainstantlearning2242 · 2 years ago

ଆଗରୁ ଓଡ଼ିଆଙ୍କ ଗୀତକୁ ଏତେ ପରିମାଣରେ ଜାତୀୟ ସ୍ତରରେ ପହଂଚାଇବା ପାଇଁ କେହି କେବେ ଚେଷ୍ଟା କରିନଥିଲେ.... ଧନ୍ୟ ସେ ପିତାମାତା ଙ୍କୁ

213

• @Jagannath-oc9ht · 2 years ago

ଶାନ୍ତିଲତା  ଭଲ ଶିଷ୍ୟା ଜଣକୁ ରଖି ଯାଇଛନ୍ତି । ଶାନ୍ତିଙ୍କ ଆତ୍ମା ର ଶଦ୍ଗତି କାମନା କରେ। ବର୍ଣ୍ଣନାଳୀ ଶାନ୍ତି ଙ୍କୁ  ଟପି ଯାଆନ୍ତୁ ।

37

• @paurnamasirath6802 · 2 years ago

ବର୍ଣାଳୀ, ତୁମେ ଅନନ୍ୟା।
ଅମୃତ କଳସରେ ତୁମର ପ୍ରଦର୍ଶନ ସର୍ବଦା ଅଭିଭୂତ କରେ।
ଆଗକୁ ମାଡି ଚାଲନ୍ତୁ,  ଆପଣଙ୍କର ସଚ୍ଚା ପ୍ରୟାସ  ସମସ୍ତଙ୍କ ପ୍ରେରଣାଦାୟକ ।
ଜଗନ୍ନାଥ ଆପଣଙ୍କ ଯାତ୍ରା ଏହିପରି ଜାରି ରଖନ୍ତୁ।

78

• @NabkishorBarik · 2 years ago

Odisha government should take special arrangements for Barnali Hota (honour/prize)

23

• @LALMOHANMOHAPATRA-s9v · 1 year ago

ଅତି ସୁନ୍ଦର ❤ ବାର୍ତାଳାପ
ଓଡ଼ିଶା ବାହାରେ ଓଡ଼ିଆ ଭାଷା କୁ ପରିବେଷଣ କରିବା କଠିନ
ଧନ୍ୟବାଦ ବର୍ଣ୍ଣାଲି
ଜୟ ଓଡ଼ିଶା ,ଜୟ ଓଡ଼ିଆ ,ଜୟ ପଡ଼କାଷ୍ଟ

6

• @jandel-r-d2r · 1 year ago

ବହୁତ ବହୁତ ସୁନ୍ଦର। ଏତେ ଛୋଟ ବୟସ ରୁ ଏତେ ଉଚ୍ଚ ଚିନ୍ତାଧାରା। ଜଗନ୍ନାଥ ତମକୁ ଖୁସି ରେ ରଖନ୍ତୁ, success ଦିଅନ୍ତୁ।God bless u always 🙌

9

• @ranjan3954 · 2 years ago

ପ୍ରକୃତ ଓଡ଼ିଆ.... ର ❤❤❤ ପରିଚୟ, ବର୍ଣାଲି ହୋତା..... ଏହା authentic ❤❤❤

47

• @mahendramishra7336 · 2 years ago

ପ୍ରଭୁ ଜଗନ୍ନାଥଙ୍କ ବନ୍ଧନ ତୁମକୁ ବହୁତ ଉଚ୍ଚ ସ୍ତର ରେ ପହୁଞ୍ଚାଉ, ଏଇ ପ୍ରାର୍ଥନା।

11

• @rabindrabiswal7373 · 2 years ago

ଆପଣ ପିତା ମାତା ଙ୍କୁ ଧନ୍ୟ ଏପରି ଝିଅ କୁ ଜନ୍ମ ଦେଇଛନ୍ତି।ଜୟ ଜଗନ୍ନାଥ 🙏

14

• @bijaysarangi5652 · 2 years ago

ଚମତ୍କାର ବାର୍ତ୍ତାଳାପ।ବିରଳ, ହୃଦୟଛୁଆଁ ଓ ମନମୁଗ୍ଧକର। ଉଭୟଙ୍କର ଶାଣିତ , ଶୁଦ୍ଧ ଓ ସୁରଭିତ ଭାଷା ଓ ଶବ୍ଦ ଜ୍ଞାନ ବଡ଼ ପ୍ରଭାବଶାଳୀ। ସଂଗ୍ରାମ ବାବୁ ଜଣେ ନିଆରା ଉପସ୍ଥାପକ,ଓଡ଼ିଶାର ଓ ଓଡିଆଭାଷାର ଗର୍ବ ଓ ଗୌରବର ମଣିଷ ଜଣେ।

50

Up next

LIVE

ମଣିଷ ମୁହଁରେ ଅମଣିଷଙ୍କ କଥା: ଛାତି ରୁନ୍ଧି ହୋଇଯିବ | EP-181| Special Podcast |First time in Media History

Argus Digital · 39K views

LIVE

Anu Choudhury Said, I am A Human; Where There Is Pain, I Cry | EP - 37 | Podcast With Anu Choudhury

Argus Digital · 547K views

LIVE

ଆମେରିକାର ଟିକିନିଖି ଚିତ୍ର: "ସେମାନେ ଆମଠାରୁ 200 ବର୍ଷ ଆଗରେ" | Podcast With OSA President Leena Mishra

Argus Digital · 268K views

LIVE

'ଖାଇବାକୁ ନଥିଲା, ଘର ଘର ବୁଲି...' Snigdha Mohanty Interview |Manas Dash Newsdesk Interview with Snigdha

News18 Odia · 63K views

LIVE

ସ୍ନିଗ୍ଧାଙ୍କ ଝିଅ, ଓଡ଼ିଶାରେ Ignore ! Newsdesk Interview with Sambhabana Mohanty |Podcast With Manash

News18 Odia · 822K views

LIVE

'ମୋ ସ୍ୱାମୀ ଆଉ ଜଣକ ସହ...' Snigdha Mohanty Interview |Manas Dash Newsdesk Interview with Snigdha

News18 Odia · 397K views

LIVE

କେବେ ଦେଖିନଥିବେ ଏମିତି Podcast... | EP - 135 | Podcast With Actor Hara Rath

Argus Digital · 273K views

LIVE

Kanchi abhijan song # Barnali Hota # Bharat ka amrit kalash show #odia #trending #jagannathbhajan

Status Maker · 240K views

LIVE

ବାହା ହେଲିନି, କାରଣ... Isha Bebortta Breaks Silence | EP - 113 | Podcast With Isha Bebortta

Argus Digital · 424K views

LIVE

ଦୁଇ ସୁପରଷ୍ଟାରଙ୍କ କାହାଣୀ !!! ... | EP -79 | Podcast With Namrata Thapa

Argus Digital · 625K views

LIVE

ଶ୍ରମିକରୁ ସୈନିକ । Unfiltered PODCAST with SIMANCHAL BARIK। EP 38। Barik Sir Indian Army। Fitness Guru

OTV Digital · 257K views

LIVE

ଆମ Koreaର ଗାଁ ଘରେ Chuseok Celebration 🏡🇰🇷.. ପରିବାର ସହିତ ଗାଁ ଘରେ ସୁନ୍ଦର ମୁହୂର୍ତ୍ତ 🌕❤️

Odisha jhia korea bohu🇰🇷 · 470K views

LIVE

ନୂଆ ପିଢ଼ିର ସିଙ୍ଗର ସ୍ଵୟମ ପାଢୀଙ୍କ ରୋଚକ କାହାଣୀ | EP- 86 | Podcast With Renowned Singer Swayam Padhi

Argus Digital · 375K views

LIVE

ବଦଳି ଗଲାଣି ଗାଁ...| EP - 116 | Podcast With Renowned Actor Ashrumochan Mohanty

Argus Digital · 417K views

LIVE

ଝିଲିକଙ୍କ ବଡ଼ ବୟାନ | Jhilik Bhattacharya Interview | News Desk Interview | Manas Das News 18

News18 Odia · 229K views

LIVE

ଏମିତି ଦୁଃଖ କାହାକୁ ନ ମିଳୁ | Exclusive Podcast With Odia Actor Amlan Das | Argus Podcast | Argus News

Argus News · 27K views

LIVE

Gaap Saap 08 Oct 2017 | Human Sagar, Antara Chakrabarty Funny Moments & Singing Competition

OTV · 357K views

LIVE

କନ୍ଦାଇଦେବ ସ୍ନିଗ୍ଧାଙ୍କ କାହାଣୀ ! Snigdha Mohanty Interview |Manas Dash Newsdesk Interview with Snigdha

News18 Odia · 1.1M views

LIVE

Sarbe Bhabantu Sukhinaha - How to find the right partner for marriage?

OTV · 186K views

LIVE

ଏହି ଗୀତ GRAND FINALରେ || ସାବାସ ବର୍ଣ୍ଣାଳୀ || podcast_with_debasis || EP_4

DEBASIS STORY · 144K views

YouTube, with the door locked.

Aegis plays a clean stream instead of YouTube's player, so pre-roll ads, trackers, and fingerprinting never ride along. Drop Shields any time if you want the official player back.