କିଛି ଅକୁହା କଥା... | EP - 98 | Podcast With Actress, Dietitian Niharika Dash
1.9M views · May 29, 2025 · People & Blogs
Comments · 2.3K
@Crpf-z4k · 1 year ago
ଏହି Podcast ଟିକୁ କେଉଁମାନେ ବିନା Skip ରେ End ପର୍ଯ୍ୟନ୍ତ ଦେଖିଛନ୍ତି Like କରନ୍ତୁ।
1.3K
@amitamareshjena4393 · 1 year ago
ଦୁବାଇ ରେ ରହିଲେ ବି ଓଡ଼ିଆ ଭାଷା କୁ ଛାଡ଼ି ନାହାନ୍ତି,<br>ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ❤
363
@rinkubarik2806 · 1 year ago
କଥାରେ ଅଛି ଗୁଣ ଚିହ୍ନେ ଗୁଣିଆ ଠିକ୍ ସେମିତି ନିହାରିକା ଗୋଟିଏ ଚାଉଳରେ ଗଢ଼ା 👌🏻
693
@funandlearnwithdivyanshu100 · 1 year ago
ଏଇଟା ଅଧିକା ଭଲ ଲାଗିଲା ଆପଣ ଯେତେବେଳେ କହିଲେ, ଖାଲି ମୁ lucky ନୁହଁ ମୋ ଶାଶୁ ଘର ଲୋକ ବି lucky.... ଏଇ confidence ସବୁ ନାରୀ ପାଖେ ରହିବା ଦରକାର.... M a big fan of ur all post....
188
@Rinku50-i1w · 1 year ago
ଏଲିନା ଆଉ ସସ୍ମିତା ଠାରୁ 1000 ଗୁଣରେ ଭଲ ନିହାରିକା ❤️❤️❤️❤️
762
@amarendraparida5599 · 1 year ago
ସାର ଜଣେ ଚଷୀ କୁ ଡାକନ୍ତୁ ବାରମ୍ବାର ଆମେ କମେଣ୍ଟ କରୁଛୁ କିନ୍ତୁ ଆପଣ ଆକୁ ତାକୁ ଡାକୁଛନ୍ତି ଚାଷୀ ଜଣକୁ ଡାକୁନାହାନ୍ତି କଣ ଆପଣଙ୍କ ସୋ ର କ୍ରେଡିଟ କମିଯିବ କି ସାର 🙏
1.8K
@nabakishoresubudhi2647 · 1 year ago
ବାଃ.... ଚମତ୍କାର ଶବ୍ଦକୋଷ, ଉଚ୍ଚାରଣ, ଶାଳୀନତା ଓ ସର୍ବଗୁଣ ସମ୍ପନ୍ନା ନିହାରିକା ମ୍ୟାଡ଼ାମ.... ବାସ୍ତବରେ ସୁଧାଂଶୁ ସାର ସରଳ,ନିଷ୍ଠାପର, ସାଲିସ ବିହୀନ ଓ ଅମାୟିକ ମଣିଷଟିଏ ଯେପରି ଠିକ ସେପରି ବୋହୂଟିଏ ପାଇଛନ୍ତି..... ଜୟ ଜଗନ୍ନାଥ
258
@Srushtiswain-q7u · 1 year ago
Sangram sir nka podcast kahaku bhala Lage like kara
75
@IJ98733 · 1 year ago
ମୁଁ ଆଜି ଯାଏଁ ଏ ଚ୍ୟାନେଲ ରେ କୋଉ Podcast Full ଦେଖିନି. କିନ୍ତୁ ଏ Podcast full ଦେଖିଲି ଭଲ ଲାଗିଲା
68
@user-sd2tx1wg7t · 1 year ago
ହୃଦୟରୁ ସୁନ୍ଦର ମଣିଷ ଟିଏ ନିହାରିକା, ହସ ହସ ମୁହଁ ରେ କଥାବାର୍ତ୍ତା ମନ କିଣି ନେଉଛି...
35
@lifeofVillagebohu · 1 year ago
କେତେ ଧିର ସ୍ଥିର ଝିଅ ଟେ.. ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ.. ସେଥିପାଇଁ ବୋଧେ ollywood industry ରୁ ବାହାରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ... ଆଜି ପର୍ଯ୍ୟନ୍ତ ସେ ଇଣ୍ଡଷ୍ଟ୍ରି ରେ ଥିଲେ ହୁଏତ କେତେ ବଦନାମ୍ ହେଇ ସାରନ୍ତେଣି....କେତେ ପରିଷ୍କାର ଓଡ଼ିଆ କହୁଛନ୍ତି ଶୁଣିକି ବହୁତ୍ ଖୁସି ଲାଗିଲା .. ❤
644
@aparnakasturimishra9834 · 1 year ago
ଆପଣଂକ କଥା କହିବାର ଶୈଳୀ ମୋତେ ବହୁତ ଭଲ ଲାଗେ ।
285
Up next

କୁନି ଝିଅର କେତେ ବୁଦ୍ଧି!!! | EP - 81 | Podcast With Child Actor Manke @Annacomedy2017 @MankeComedy2029
Argus Digital · 3.3M views

୧୬ କୋଟିର ସାହାଯ୍ୟ, ସତ କ'ଣ ? SMA Type-2 Disease | 16 Crore Injection | Jajpur | Odia News Asala Katha
News18 Odia · 320K views

Why 90% of Indian Diets Are Wrong | Clinical Ditetion Niharika Dash | Best In Odisha
Best In Odisha · 175K views

କୋଲକାତା ଝିଅ, ଓଡ଼ିଶାରେ ହିରୋଇନ, ଘଡ଼େଇ ଘର ବୋହୂ...| EP- 89 | Podcast With Jhilik Bhattacharya
Argus Digital · 1.7M views

JAGANNATH ଙ୍କ କିଛି ରହସ୍ୟ କଥା | THE REAL STORY OF LORD JAGANNATH | THE ODIA STORY !!
Odia Toka Mahii · 1.7K views

ପ୍ରଥମ ଥର ପାଇଁ ଟିଭି ପରଦାରେ ନମିତା ଅଗ୍ରୱାଲ ଗାଇଲେ ତାଙ୍କ ପୁଅଙ୍କ ସହ ଗୀତ - Odishara Nua Swara - Sidharth TV
Sidharth TV · 2.4M views

ବାବା ସାରଥୀଙ୍କ ଜନ୍ମାଷ୍ଟମୀ ସ୍ପେସାଲ୍ | ଏହି ପୂଜା ପଛରେ ରହିଛି କ’ଣ ରହସ୍ୟ? @news18odia @Utkal pratidin
KATHA NIARA · 596K views

ଟପ୍ ହିରୋଇନ୍, ଭିତରେ ଏତେ ଦୁଃଖ ? | Ep - 142 | Podcast With Elina Samantray
Argus Digital · 1M views

ଟ୍ରେନ୍ ଚଲାଉଥିବା ଏକ ଝିଅର କାହାଣୀ... | EP - 97 | Podcast With Loco Pilot Ch. Sarita Rani Subudhi
Argus Digital · 3M views

KBC 18 ll Amitabh Bachchan quiz show ll Episode 17 ll
lntertainmetChannel · 128K views

ନୂଆ ଦେଶ, ଭିନ୍ନ ମଣିଷ: କେମିତି ଚଳୁଛି ଓଡ଼ିଆ ଝିଅ? |Ep-164| Podcast | Odisha Jhia Korea Bohu Monalisa Das
Argus Digital and Odisha jhia korea bohu🇰🇷 · 2.7M views

Is Papu Pom Pom The Comedy King Or The Controversy King? || EP-29 || Podcast With Papu Pom Pom
Argus Digital · 1.1M views

କନ୍ଦାଇଦେବ ସ୍ନିଗ୍ଧାଙ୍କ କାହାଣୀ ! Snigdha Mohanty Interview |Manas Dash Newsdesk Interview with Snigdha
News18 Odia · 1M views

ଅନେକ ଅକୁହା କଥା, ପ୍ରଥମ ଥର... | EP-100 | Podcast With Renowned Cine Actor Babushaan Mohanty
Argus Digital · 1.5M views

Jibana Do Chhakire Ashara Alok : Ep 523, 1st August 2026 | ଭାଉଜ ସ୍ତ୍ରୀ ହେଲା ପରେ.. |
OTV Infotainment · 1.8M views

ମୁଁ କିନ୍ନର... ପୁଅ ନୁହେଁ କି ଝିଅ ନୁହେଁ.. || Podcast With SnehaShree || Transgender || Debasis Story
DEBASIS STORY · 1.1M views

ଯାହା ଗାଇଲେ ବି ସୁପର ହିଟ୍: କେମିତି ? EP-99 | Podcast With Renowned Singer Umakant Barik
Argus Digital · 1.3M views

ଜୀବନର ଏହି ୭ଟି କଥା କେବେବି କାହାକୁ କୁହନ୍ତୁ ନାହିଁ…Geeta Saar Shri Krishna motivation #krishnamotivation
ShriKrishnaGyan · 62K views

"କେବେ କହିନଥିଲି ଆଜି କହିଦେଲି ହାଲ୍କା ଲାଗୁଛି" | EP-101 | Podcast With Renowned Actor Sabyasachi Mishra
Argus Digital · 2.1M views

ଲୋମଟାଙ୍କୁରା କାହାଣୀ ! ଥାନା ଭିତରେ ମାତ୍ର ୨୦ ହଜାର ଟଙ୍କାରେ ମୋ ଇଜ୍ଜତ ନିଲାମ ହେଇଗଲା .. Ghunguru Mishra
Samaja Live · 983K views